World Diabetes Day
Every year in 14 November celebrate as the World Diabetes Day around world, to reduce diabetes patients and to alert people about diabetes, so let's see why World Health Organization (WHO) take decision to celebrate World Diabetes Day.
world-diabetes-day |
World Diabetes Day
ବିଶ୍ଵ ସ୍ବାସ୍ଥ୍ୟ ସଂଘ ( World Health Organization ) ଏବଂ ଅନ୍ତରଜାତୀୟ ମଧୁମେହ ସଙ୍ଘ ( International Diabetes Organisation) ର ଆନୁକୁଲ୍ୟରେ ପ୍ରତି ବର୍ଷ ନଭେମ୍ବର ମାସ ୧୪ ତାରିଖ ଦିନ ସମଗ୍ର ବିଶ୍ୱରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଇଥାଏ। ଭାରତରେ ଏହାର ପ୍ରଭାବ ବହୁତ ଖରାପ ଭାବରେ ବଢ଼ିବାରେ ଲାଗିଛି ଏବଂ ସମଗ୍ର ବିଶ୍ୱରେ ମଧ୍ୟ ଏହି ମଧୁମେହ ରୋଗ କୁ ନେଇ ଚିନ୍ତା ସୃଷ୍ଟି କରିଛି।
୧୮୯୧ ନଭେମ୍ବର ମାସ ୧୪ ତାରିଖ ଦିନ ଇନ୍ସୁଲିନ୍ ର ସହ ଆବିଷ୍କାରକ ଫ୍ରେଡ୍ରିକ୍ ବାଂଣ୍ଟି ଜନ୍ମଗ୍ରହଣ କରିଥିଲେ। ସେ ମଣିଷ ଶରୀରରେ ପ୍ରଥମ ଥର ପାଇଁ ଇନ୍ସୁଲିନ୍ ର ବ୍ୟବହାର କରିଥିଲେ। ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ବିଶ୍ଵରେ ମଧୁମେହ ରୋଗିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଭାରତରେ ବର୍ତ୍ତମାନ ମଧୁମେହ ରୋଗିଙ୍କ ସଂଖ୍ୟା ଆଠ କୋଟିରୁ ଅଧିକ ବିଶ୍ଵାସ କରାଯାଉଛି। ଏହି ରୋଗ ବାବଦରେ ଲୋକଙ୍କୁ ସତର୍କ ରହିବାକୁ କହିବା ପାଇଁ ଏହି ବିଶ୍ଵ ମଧୁମହ ଦିବସ ପାଳନ କରାଯାଏ ଏବଂ ଏହା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ ବିଷୟ ତଥା ବାର୍ତ୍ତା ଭିର୍ତ୍ତିକ ରୂପେ ପାଳନ କରାଯାଏ।
0 Comments