top-20-odia-gk-september-october-november |
TOP 20 ODIA GK IN SEPTEMBER
ପ୍ର: ସାରଳା ଦାସଙ୍କ ମୂଳ ନାମ କ'ଣ ?
କ: ସାମନ୍ତ ଚନ୍ଦ୍ରଶେଖର
ଖ: ସିଦ୍ଧେଶ୍ୱର ପରିଡ଼ା
ଗ: କପିଳାସ ଦେବ ରାୟ
ଘ: ରାମେଶ୍ବର ଠାକୁର
Ans. ସିଦ୍ଧେଶ୍ଵର ପରିଡ଼ା
ପ୍ର: "ବାଇ ମହାନ୍ତି ପାଞ୍ଜି" ର ଲେଖକଙ୍କ ନାମ କ'ଣ ?
କ: ପ୍ରାଣବନ୍ଧୁ କର
ଖ: ଯଶୋବନ୍ତ ଦାସ
ଗ: ଗୋପାଳ ଚନ୍ଦ୍ର ପ୍ରହରାଜ
ଘ: ଗୋପବନ୍ଧୁ ଦାସ
Ans: ଗୋପାଳ ଚନ୍ଦ୍ର ପ୍ରହରାଜ
ପ୍ର: ମଝିରେ ପୁର ଦେଇ ଚାରିପଟୁ ମୋଡ଼ି ପ୍ରସ୍ତୁତ କରାଯାଉଥିବା ଚକୁଳି କୁ କ'ଣ କୁହାଯାଏ ?
କ: ଆରିସା
ଖ: ପୋଡ଼ ପିଠା
ଗ: ଚକୁଳି
ଘ: ପୋଟଳ ଚକୁଳି
Ans: ପୋଟଳ ଚକୁଳି
ପ୍ର: କେଉଁ ମାସ ଓ ପକ୍ଷରେ "ରାଧାଷ୍ଟମୀ" ପାଳନ କରାଯାଏ ?
କ: ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ
ଖ: ଭାଦ୍ରବ ଶୁକ୍ଳପକ୍ଷ ତ୍ରୟୋଦଶୀ
ଗ: ଭାଦ୍ରବ ଶୁକ୍ଳପକ୍ଷ ତୃତୀୟାରେ
ଘ: ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀରେ
Ans: ଭାଦ୍ରବ ଶୁକ୍ଳ ପକ୍ଷ ଅଷ୍ଟମୀରେ
ପ୍ର: ପୁରୀ ରେ "ସାତ ଲହଡି ମଠ" କିଏ ପ୍ରସ୍ତୁତ କରିଛନ୍ତି ?
କ: ଯଶୋବନ୍ତ ଦାସ
ଖ: ଅତିବଡ଼ି ଜଗନ୍ନାଥ ଦାସ
ଗ: ଅନନ୍ତ ଦାସ
ଘ: ଜୟଦେବ
Ans: ଅତିବଡ଼ି ଜଗନ୍ନାଥ ଦାସ
ପ୍ର: କେଉଁ ବୈଜ୍ଞାନିକ ଉଭୟ ପଦାର୍ଥ ଓ ରାସାୟନିକ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି ?
କ: ମେରୀ କ୍ୟୁରି
ଖ: ସେଣ୍ଟ ସ୍କାଟିକ
ଗ: ନେଲସନ ମଣ୍ଡେଲା
ଘ: ମାଇକେଲ ଜେ
Ans: ମେରୀ କ୍ୟୁରି
ପ୍ର: ଭାରତୀୟ ସବୁଜ ବିପ୍ଲବ ର ଜନକ କିଏ ?
କ: ସାମଳ ସିହ୍ନା
ଖ: ଏମ୍.ଏସ୍ ସ୍ଵାମୀନାଥମ୍
ଗ: କମଳ ଦେବ ସିଂହ
ଘ: ଏସ. ଲୋକାନାଥ
Ans: ଏମ୍. ଏମ୍ ସ୍ୱମୀନାଥମ୍
ପ୍ର: ୨୦୨୨ ରେ ଦେଶରେ Commanwealt Games ଆୟୋଜନ କରାଯିବ ?
କ: ଭାରତ
ଖ: ଆମେରିକା
ଗ: ଇଂଲଣ୍ଡ
ଘ: ଜାପାନ
Ans: ଇଂଲଣ୍ଡ
ପ୍ର: ଓଡ଼ିଆ ଭାଷାର ପ୍ରଥମ ପତ୍ରିକା ର ନାମ କ'ଣ ?
କ: ସମ୍ବାଦ
ଖ: ନବ ଜାଗରଣ
ଗ: ବୋଧ ଦାୟିନୀ
ଘ: ସମାଜ
Ans: ବୋଧ ଦାୟିନୀ
ପ୍ର: ଏଭରେଷ୍ଟ ଶୃଙ୍ଗ ଚଢିଥିବା ପ୍ରଥମ ମହିଳାଙ୍କ ନାମ କ'ଣ ?
କ: ପ୍ରେମଳତା ଅଗ୍ରୱାଲ
ଖ: ସନ୍ତୋଷ ପୋଢାପ
ଗ: ବଚୈନ୍ଦ୍ରୀ ପାଲ
ଘ: ଅରୁନୀମା ସିହ୍ନା
Ans: ବଚୈନ୍ଦ୍ରୀ ପାଲ୍
ପ୍ର: ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଭେଟିଥିବା ଓଡ଼ିଆଙ୍କ ନାମ କ'ଣ ?
କ: ଗୋପବନ୍ଧୁ ଦାସ
ଖ: ରାଜେନ୍ଦ୍ର ପ୍ରସାଦ
ଗ: ଦଶ ପଲ୍ଲାର ଗୋବିନ୍ଦ ଚନ୍ଦ୍ର ମିଶ୍ର
ଘ: ହରେକୃଷ୍ଣ ମହତାବ
Ans: ଦଶ ପଲ୍ଲାର ଗୋବିନ୍ଦ ଚନ୍ଦ୍ର ମିଶ୍ର
ପ୍ର: ଶଙ୍ଖ ଓ କୋଏଲ କେଉଁ ନଦୀର ଶାଖା ?
କ: ତେଳ ନଦୀ
ଖ: ବ୍ୟୈତରଣୀ ନଦୀ
ଗ: ମହାନଦୀ
ଘ: ବ୍ରାହ୍ମଣୀ ନଦୀ
Ans: ବ୍ରାହ୍ମଣୀ ନଦୀ
ପ୍ର: ଭଗବାନ ବିଷ୍ଣୁ କେଉଁ ରୂପ ଧାରଣ କରି ଭସ୍ମାସୂର ର ବିନାଶ କରିଥିଲେ ?
କ: ମୃଗ
ଖ: ନୃସିଂହ
ଗ: ମୋହିନୀ
ଘ: ମାନବ
Ans: ମୋହିନୀ
ପ୍ର: ଓଡ଼ିଶାର ବୃହତ୍ତମ ମଧୁର ଜଳ ହ୍ରଦ କେଉଁଟି ?
କ: ଚିଲିକା
ଖ: ନଳବଣ
ଗ: କାଳିଜାଈ
ଘ: ଅଶୁଂପା
Ans: ଅଶୁଂପା
ପ୍ର: "ଅପତ୍ତିର ଉତ୍ତର ପୁରୁଷମାନେ" ଗଳ୍ପର ରଚୟିତା କିଏ ?
କ: ଦିବାକର ପରିଡ଼ା
ଖ: ଗଙ୍ଗାଧର ବଲ
ଗ: ଗଣେଶ୍ଵର ମିଶ୍ର
ଘ: ପ୍ରାଣବନ୍ଧୁ କର
Ans: ପ୍ରାଣବନ୍ଧୁ କର
ପ୍ର: ରାମ ତୀର୍ଥ କେଉଁଠାରେ ଅବସ୍ଥିତ ?
କ: ଢେଙ୍କାନାଳ
ଖ: ମୟୂରଭଞ୍ଜ
ଗ: ଗଞ୍ଜାମ
ଘ: କଳାହାଣ୍ଡି
Ans: ଯଶିପୁର (ମୟୁରଭଞ୍ଜ)
ପ୍ର: "ପ୍ରୀତିର ବଣିକ" ଉପନ୍ୟାସର ଲେଖକ କିଏ ?
କ: ସାରଳା ଦାସ
ଖ: କାହ୍ନୁଚରଣ ମହାନ୍ତି
ଗ: ବୀରକିଶୋର ମିଶ୍ର
ଘ: ରାଜକିଶୋର ପଟ୍ଟନାୟକ
Ans: ରାଜକିଶୋର ପଟ୍ଟନାୟକ
ପ୍ର: ହେମନ୍ତ ଦାସ ଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ନାମ କ'ଣ ?
କ: ଶେଷ ଚିଠି
ଖ: ମାଟିର କଣ୍ଢେଇ
ଗ: ମାଟିର ମଣିଷ
ଘ: ଭାଇ ଭାଇ
Ans: ଭାଇ ଭାଇ
ପ୍ର: ସାହିତ୍ୟ ପତ୍ରିକା "ସରକାର" ର ସଂପାଦକ କିଏ ?
କ: ସୋମ୍ୟରଞ୍ଜନ ପଣ୍ଡା
ଖ: ଦିଗାମ୍ବର ପାତ୍ର
ଗ: ବାଳ କୃଷ୍ଣ କର
ଘ: ଫକୀର ମୋହନ ସେନାପତି
Ans: ବାଳ କୃଷ୍ଣ କର
ପ୍ର: ଜଙ୍ଗଲରେ ରହୁଥିବା ଅଣ୍ଡିରା ବିରାଡ଼ି କୁ କ'ଣ କୁହାଯାଏ ?
କ: ବିଳୁଆ
ଖ: ବିଲେଇ
ଗ: ଭୂଆ
ଘ: କଟାଶ
Ans: କଟାଶ
ଆଜି ଆମେ ଟପ୍ ୨୦ ଭାରତର ଓ ଓଡ଼ିଶାର ବିଭିନ୍ନ ଜଣା ଅଜଣା ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଛି, ଯଦି ଆପଣ କୌଣସି ପରିକ୍ଷା କିମ୍ବା ଜବସ୍ ର ପ୍ରିପାରେସନ୍ କରୁଛନ୍ତି, ତେବେ ସହିତ ସବୁବେଳେ ଅପଡେଟ ରୁହନ୍ତୁ । ଆଜି ଆମେ ରାଜନୈତିକ ବିଜ୍ଞାନ, ଆନ୍ତର୍ଜାତିକ ସଂପର୍କ, ଭାରତୀୟ ଦେବା ଦେବୀ ତାଙ୍କ ବିଷୟରେ କିଛି ସାଧାରଣ ଜ୍ଞାନ ବିଷୟରେ ଟପ୍ ୨୦ ପ୍ରଶ୍ନ ଆଲୋଚନା କରାଯାଇଛି, ଏବଂ ଏମିତି ଓଡ଼ିଆ ସାଧାରଣ ଜ୍ଞାନ ପାଇଁ 'Psccafe' ସହିତ ଯୋଡି ହୋଇ ରୁହନ୍ତୁ ।
0 Comments