International day for the preservation of the OZONE LAYER in Odia

 

International Day for the preservation of the Ozone layer
international-day-for-the-preservation-of-the-ozone-layer

Internationalational Day for the preservation of the OZONE LAYER

September 16 celebrate as the ' International day of the preservation of the OZONE LAYER all over the world read full article in Odia language in Political Science Cafe.


ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖ ଦିନ 'ଓଜନ ସ୍ଥର ସଂରକ୍ଷଣ ଆନ୍ତର୍ଜାତିୟ ଦିବସ' ପାଳନ କରାଯାଇଥାଏ। ବାୟୁ ମଣ୍ଡଳର ଭୟାବହ ପ୍ରଦୂଷଣ ଯୋଗୁଁ ଓଜୋନ୍ ଲେୟାର୍ ‌ଦିନ କୁ ଦିନ ଦୃବଳ ହେଉଛି, ଯାହା ସମୁଦାୟ ମାନବ ଜାତି ପାଇଁ ଭୟାନକ ବିନାଶ ର କାରଣ ସାଜିପାରେ, ତେଣୁ ୨୦୦୧ ରୁ ପ୍ରତ୍ୟେକ ବର୍ଷର ସେପ୍ଟେମ୍ବର ୧୬ ତାରିଖ କୁ 'ଓଜନ ସ୍ଥର ସଂରକ୍ଷଣ ଆନ୍ତର୍ଜାତିୟ ଦିବସ' ପାଳନ କରାଯାଇଥାଏ, ଯାହାକୁ 'ଜାତିସଂଘ' ର ସାଧାରଣ ପରିଷଦର ଅନୁମୋଦନ କ୍ରମେ ଏହି 'International Day for the preservation of the OZONE LAYER' ରୂପେ ପାଳନ କରାଯାଉଛି।


ତ ତେବେ ଚାଳ ଟିକେ ଠିକ୍ ଜାଣିନେବା ଯେ ଓଜୋନ୍ ଲେୟାର୍ ର ଖାସ ସଂପର୍କ ରହିଛି ମାନବ ଜାତି ସହ ‌। ଆମ ବାୟୁ ମଣ୍ଡଳର ଉପର ଭାଗରେ ରହିଛି ଓଜୋନ୍ ଲେୟାର୍, ଯାହା ସୂର୍ଯ୍ୟ ଙ୍କ ଠାରୁ ଆସୁଥିବା ଅତି ବାଇଗଣି ରଶ୍ମି କୁ ଅଟକାଇ ରଖଥାଏ, ଓ ଏହି ବିଷାକ୍ତ ରଶ୍ମି କୁ ପୃଥିବୀ ପୃଷ୍ଠକୁ ଆସାବାକୁ ଦିଏ ନାହିଁ, ଓ ଅତି ବାଇଗଣି ରଶ୍ମି ଏତିକି ବିପଦ ଯେ ତାହା ମଣିଷକୁ ଛୁଇଁବା ମାତ୍ରେ ହିଁ ମଣିଷକୁ ଅନେକ ଅତି ମାରାତ୍ମକ ରୋଗରେ ପୀଡିତ କରିଥାଏ , ଉଦାହରଣ ସ୍ୱରୂପ:- କ୍ୟାନ୍ସର।


ଏରୋଜଲ୍ ସ୍ପ୍ରେ ଓ ରେଫ୍ରିଜେରାନ୍ଟ୍ସ ରୁ ବାହାରୁଥିବା କ୍ଳୋରୋଫ୍ଲୋରୋ କାର୍ବନ ଏବଂ ହାଲୋନ୍ ବାଷ୍ପ ବାୟୁ ମଣ୍ଡଳକୁ ଯାଇ, ଏହା ଓଜୋନ୍ ଲେୟାର୍ କୁ ଦିନ କୁ ଦିନ ଦୃବଳ କରିଦେଉଛି ଓ ଓଜୋନ୍ ଲେୟାର୍ ର ଏହି ଦୃବଳତା ଯୋଗୁଁ ପୃଥିବୀ ଏବେ ବହୁତ ସମସ୍ୟାର ସମ୍ମୁଖୀନ କରୁଛି । ଏହାର ପରାମାଣ ସ୍ଵରୁପ ଆଣ୍ଟର୍କଟିକା ଉପରେ ଏକ ବିଶାଳ ପୋଳ୍ ସୃଷ୍ଟି ହୋଇଗଲାଣି: ଏବଂ ଏହା ମାରାତ୍ମକ ଅତି ବାଇଗଣି ରଶ୍ମି କୁ ପୃଥିବୀ ପୃଷ୍ଠକୁ ଧିର ଧିରେ ଛାଡୁଛି, ଯାହା ସମୁଦାୟ ମାନବ ଜାତି ପାଇଁ ବିପଦଜନକ, ତେଣୁ ଏହାର ସଂରକ୍ଷଣ କୁ ଅତ୍ୟନ୍ତ ଗୁରୁତ୍ବ ଦେଇ, ଓ ଏହାକୁ ସଂରକ୍ଷଣ ରଖିବା ନିମିତ୍ତ,‌ ପ୍ରତିବର୍ଷର ସେପ୍ଟେମ୍ବର ୧୬ ତାରିଖ କୁ ସମଗ୍ର ପୃଥିବୀରେ 'ଓଜୋନ୍ ସ୍ତର ସଂରକ୍ଷଣ ଆନ୍ତର୍ଜାତିୟ ଦିବସ' ବା 'International Day for the preservation of the OZONE LAYER' ରୁପେ ପାଳନ କରାଯାଇଥାଏ।

Read more...

Find more latest educational topics and International topic, so always stay updated and connected with Political Science Cafe for more posts like this, and read an others more important post.



Tag:

#national_day_for_the_preservation_of_the_ozone_layer

#ozone_layer

#ozone_hole

#climate_change

#clurofluro_carbon

#international_day

#upsc

#political_science_cafe


Post a Comment

0 Comments