World Biggest Gold Brick in World in Odia

 

World Biggest Gold Brick in World in odia
world-biggest-gold-brick-in-world-in-odia

WORLD BIGGEST GOLD BRICK IN WORLD IN ODIA:

World Biggest Gold Brick in World in Odia, and find latest amazing post in Political Science Cafe.

ମନୁଷ୍ୟ ମଧ୍ୟେ ସୁନା ର ନାମ ଶୁଣିଲେ, ସମସ୍ତଙ୍କ ମନରେ ଲୋଭ ଓ ପ୍ରେମ ସୃଷ୍ଟି ହୋଇଥାଏ। ଭାରତ ଏକ ବିରାଟ ସଂସ୍କୃତିର ଦେଶ, ଯାହାର ଗରିମା ସଂପୂର୍ଣ୍ଣ ପୃଥିବୀ ରେ ପରିଚିତ, ଓ ଏଠାରେ ସୁନାର ଚାହିଦା ଓ ବ୍ୟବହାର ଅନ୍ୟ ଦେଶମାନଙ୍କ ତୁଳନାରେ ବେଶି, ଯେଉଁଥିପାଇଁ ଆଜି ସୁନା ଦରବୃଦ୍ଧି ଆକାଶଛୁଆଁ ହୋଇଗଲାଣି। ମାତ୍ର ଅଳ୍ପ କିଛି ବର୍ଷ ପୁର୍ବ ରୁ ଏହାର କିଛି ଖାସ୍ ଚାହିଦା ନଥିଲା, ଏବଂ ଏବେ ପ୍ରତିବର୍ଷ ସୁନାର ଦରବୃଦ୍ଧି ମୁଣ୍ଡ ବିନ୍ଧା ର କାରଣ ସାଜିଛି ଲୋକଙ୍କ ପାଇଁ, ଓ ଏହାର ମୁଖ୍ୟ କାରଣ ହେଉଛି ଗଚ୍ଛିତ ଥିବା ସୁନାର ବହୁ ପରିମାଣରେ ଉତ୍ତୋଳନ ଯାହା ବର୍ତ୍ତମାନ ଧିରେ ଧିରେ ସରିବାକୁ ବସିଲାଣି ଏବଂ ୨୦୦୧ ରୁ ଇତି ମଧ୍ୟରେ ଏହାର ପ୍ରାୟ ୮% କମିଲାଣି। ମଣିଷ ଓ ସୁନାର ସଂପର୍କ ରହିଛି ଲୈହ ଯୁଗରୁ, ଓ ଏପର୍ଯ୍ୟନ୍ତ ମଣିଷ ବିଭିନ୍ନ ସୁନା ଖଣିରୁ ହାରାହାରି ୧,୬୧,୦୦୦ ଟନ୍ ସୁନା ଉତ୍ତୋଳନ କରିସାରିଲାଣି ଏବଂ ଏହି ସମୟସୀମା ମଧ୍ୟରେ ମଣିଷ କୁ ମିଳିଛି ବିଶ୍ବର ସବୁଠୁ ବୃହତ୍ତମ ସୁନା ଇଟା, ଯାହାର ଓଜନ ହେଉଛି ୨୨୦ କିଲୋଗ୍ରାମ । ବିଶ୍ଵର ଏହି ବୃହତ୍ତମ ସୁନା ଇଟା କୁ ଏବେ ତାଇୱାନ୍ ର ତାଇପୋଇ କନ୍ଟ୍ରି ର ରୁଇପାଙ୍ଗ୍ ସ୍ଥିତ ଜିନ୍ ଗୁଆସି ସୁନା ସଂଗ୍ରହାଳୟରେ ଅତି କଡ଼ା ସୁରକ୍ଷା ବ୍ୟବସ୍ଥା ଓ ନିରାପତ୍ତା ମଧ୍ୟରେ ରଖାଯାଇଛି।

Post a Comment

0 Comments