5th November Gunpowder Day: ବାରୁଦ୍ ଦିବସ ୫ ନଭେମ୍ବର

5th November Gunpowder Day

5th November Gunpowder Day celebrates around the world and it other name is Guy Fokes Night or 'Fireworks Night' celebrate as a festival of lights, let's discuss about it in odia language.


5th November Gunpowder Day
5th-november-gunpowder-day


ବାରୁଦ୍ ଦିବସ ୫ ନଭେମ୍ବର:

ପ୍ରତିବର୍ଷ ନଭେମ୍ବର ମାସ ୫ ତାରିଖରେ ପାଳନ କରାଯାଏ 'ବାରୁଦ୍ ଦିବସ' ବା 'ଗନପାଉଡର୍ ଡେ' ଏବଂ ଏହାର ଅନ୍ୟ ନାମ ହେଲା 'ଗାଏ ଫୋକସ୍ ନାଇଟ୍' ବା 'ଫାୟାୱରକ୍ ନାଇଟ୍'। ଏହି ଦିବସ ଟି ଗାଏ ଫୋକସ୍ ସହିତ ଜଡିତ ଏବଂ ସଂପୃକ୍ତ। ୧୬୦୫ ମସିହାରେ ଗାଏ ଫୋକସ୍ ଓ ତାଙ୍କ ସାଥିମାନେ ବ୍ରିଟେନର ସଂସଦ ଭବନକୁ ବାରୁଦ ଦ୍ଵାରା ଓଡାଇଦେବାର ଉଦ୍ୟମ କରିଥିଲେ। ତତ୍କାଳୀନ ରାଜା ଜେମସ୍ ଥିଲେ କାଥଲିକ୍ ବିଦ୍ରୋହ ଓ ଖୂବ ନୀର୍ଦୟୀ।


ରାଜା ପ୍ରଥମ ଜେମସ୍ ଙ୍କର ଏପରି ଆଚରଣ ଓ ନୀତି ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ଗାଏ ଫୋକସ୍ ଏବଂ ଥରେ ରାଜାଙ୍କର ସଂସଦ ଭବନକୁ ଗସ୍ତ କଲାବେଳେ ସେ ରାଜାଙ୍କୁ ବିସ୍ଫୋରଣରେ ଉଡାଇ ଦେବାର ପ୍ରୟାସ କରିଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ବିଫଳ ହୋଇଥିଲେ। ଗାଏ ଫୋକସ୍ ଏବଂ ତାଙ୍କର ଅନ୍ୟ ସାଥୀମାନଙ୍କୁ ଗିରଫ କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ଏହି ଦିନରେ ଇଲଂଣ୍ଡର ଇଷ୍ଟ୍ ସସେକସ୍ ଅନ୍ତର୍ଗତ ଲିୱେସ୍ ରେ ଆତସବାଜି ପ୍ରଦର୍ଶନ କରନ୍ତି ଓ ଏହି ଅବସରରେ ଗାଏ ଫୋକସ୍ ଙ୍କର କୁଶ ପୁତ୍ତଳିକା ଦାହ ମଧ୍ୟ କରାଯାଇଥାଏ।

Post a Comment

0 Comments