First Question Mark Used In Human History
The terms 'Question Mark' has been defined by different philosophical expert in different times, but no one can able to find that when firstly questions mark (?) have used in human society or Human history. So let's talk about First Questions Mark Used In Human History in Odia language.
first-question-mark-used-in-human-history |
ପ୍ରଥମେ କେବେ ଓ କିଏ 'ପ୍ରଶ୍ନ ଚିହ୍ନ' ର ବ୍ୟବହାର କରିଥିଲା ବା କରାଯାଇଥିଲା ଏହି ବିଷୟରେ ବିଭିନ୍ନ ଗବେଷକମାନେ ନିଜର ଭିନ୍ନଭିନ୍ନ ମତ ପ୍ରକାଶ କରିଥାନ୍ତି। କ୍ୟାମ୍ବ୍ରିଜ୍ ବିଶ୍ଵ ବିଦ୍ୟାଳୟର ପାଣ୍ଡୁଲିପି ଗବେଷକ ଚିପ୍ କୋକ୍ ଲେ ମତରେ ପ୍ରଶ୍ନ ଚିହ୍ନ ପ୍ରଥମ ଶତାବ୍ଦୀର ଆରମ୍ଭରୁ ଓ ପଞ୍ଚମ ଶତାବ୍ଦୀର ମଧ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରଶ୍ନ ଚିହ୍ନର ବ୍ୟବହାର କରାଯାଉଥିଲା। ଏକ ପୁରୁଣା ସିରିଆକ୍ ପାଣ୍ଡୁଲିପିରେ ବ୍ୟବହାର କରାଯାଇଥିଲା ସର୍ବ ପୁରାତନ ପ୍ରଶ୍ନବାଚୀ ଚିହ୍ନ ବୋଲି ମତପ୍ରକାଶ କରନ୍ତି।
ସିରିଆକ୍ ମାନେ ପଶ୍ଚିମ ଏସିଆରେ ସେ ସମୟରେ ବସବାସ କରୁଥିଲେ। ସେ ସମୟରେ ସେମାନେ ଅନେକ ସାହିତ୍ୟ ରଚନା କରୁଥିଲେ। ସେମାନେ କିରସ୍ତାନ ସାହିତ୍ୟ ରଚନା କରୁଥିଲେ। କଲୋନ୍ ଭଲି ଦୁଇଟି ବିନ୍ଦୁକୁ ସେମାନେ ପ୍ରଶ୍ନବାଚୀ ଚିହ୍ନ ଭାବରେ ବ୍ୟବହାର କରୁଥିଲେ। ସିରିଆକ୍ ମାନେ ପ୍ରଶ୍ନବାଚୀ ଚିହ୍ନକୁ 'ଜାଗୱା ଇଲାୟା' କହୁଥିଲେ। ଭାଷାରେ ପ୍ରଥମ ବିରାମ ଚିହ୍ନର ବ୍ୟବହାର ମଧ୍ୟ ସିରିଆକ୍ ମାନଙ୍କଠାରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ।
0 Comments