World Patient Safety Day September 17: ବିଶ୍ଵ ରୋଗୀ ନିରାପତ୍ତା ଦିବସ ସେପ୍ଟେମ୍ବର ୧୭

 

World Patients Safety Day
world-patient-safety-day-september-17

World Patient Safety Day September 17

September 17 celebrate as World Patient Safety Day, to protect the patient, and find  another latest Knowledgeable topic like these, in Political Science Cafe.

ବିଶ୍ଵ ରୋଗୀ ନିରାପତ୍ତା ଦିବସ ସେପ୍ଟେମ୍ବର ୧୭:

ଏ ବର୍ଷ ରୋଗୀ ନିରାପତ୍ତା ର ମୂଳ ବିଷୟବସ୍ତୁ ହେଉଛି:- "ସ୍ୱାସ୍ଥ୍ୟ କର୍ମୀ ଙ୍କ ନିରାପତ୍ତା: ରୋଗୀ ନିରାପତ୍ତା ପାଇଁ ଏକ ‌ଅଗ୍ରାଧିକାର"।


ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ କରାଯାଇଥାଏ 'ବିଶ୍ଵ ରୋଗୀ ନିରାପତ୍ତା ଦିବସ', ଏହି ଦିବସ କୁ ରୋଗୀଙ୍କ ପ୍ରତି ସତର୍କ ରହିବାକୁ ଓ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱାସ୍ଥ୍ୟ କର୍ମୀ ଙ୍କ ଉଚିତ୍ ଧ୍ୟାନ ଦେବା ପାଇଁ, ପ୍ରତିବର୍ଷ ସେପ୍ଟେମ୍ବର ୧୭ ରେ ଏହି ବିଶ୍ଵ ରୋଗୀ ନିରାପତ୍ତା ଦିବସ ପାଳନ କରାଯାଏ।


ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଏକ ଆକଳନରୁ ଜଣାପଡ଼ିଲା ଯେ, ସାଧାରଣତଃ ସମସ୍ତ ରୋଗୀ ବ୍ୟବହାର କରୁଥିବା ଔଷଧ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବହାର ‌କରାଯାଉଥିବା ଉପକରଣ ଗୁଡିକ ଓ ଅପରେସନ ରେ ବ୍ୟବହାର ‌କରାଯାଉଥିବା ବିଭିନ୍ନ ସରଞ୍ଜାମା ଗୁଡିକ ବେଳେ ବେଳେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରିଥାନ୍ତି, ଯାହା ମଣିଷ ପାଇଁ ବିପଦଜନକ ଅଟେ, ଓ ମୂଖ୍ୟତଃ ଏହି କାରଣରୁ ଡାକ୍ତରଖାନା ମାନଙ୍କରେ ପ୍ରତି ୩୦୦ ରୋଗୀଙ୍କ ମଧ୍ୟରେ ଜଣେ ମୃତ୍ୟୁବରଣ କରୁଛନ୍ତି ଓ ଏହି ସମସ୍ୟାକୁ ଆଖି ଆଗରେ ରଖି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (World Health Assembly) ୨୦୧୯ ମସିହାରେ ମ‌ଇ ୨୫ ତାରିଖ ଦିନ ଅନୁଷ୍ଠିତ ୭୨ ତମ ବିଶ୍ବ ସ୍ୱାସ୍ଥ୍ୟ ମହାସଭାରେ ସେପ୍ଟେମ୍ବର ୧୭ ତାରିଖ ଦିନ କୁ ବିଶ୍ଵ ରୋଗୀ ନିରାପତ୍ତା ଦିବସ ରୂପେ ପାଳନ କରିବାକୁ ଘୋଷଣା ‌କରାଯାଇଛି । ଭାରତ ମଧ୍ୟ ଏ କ୍ଷେତ୍ରରେ ଉଚିତ୍ ନିଷ୍ପତ୍ତି ନେବା ସହ, ଭାରତର ପ୍ରତ୍ୟେକ ସରକାରୀ ମେଡିକାଲ କଲେଜ ମାନଙ୍କରେ ପାର୍ଶ୍ଵ ପ୍ରତିକ୍ରିୟା ର ଯାଞ୍ଚ୍ ‌ପାଇଁ ଏକ ସ୍ୱତନ୍ତ୍ର ପାର୍ଶ୍ଵ ପ୍ରତିକ୍ରିୟା କେନ୍ଦ୍ରର ପ୍ରତିଷ୍ଠା କରିଛନ୍ତି।


#WHO

#world_health_assembly

#world_patient_safety_day_september_17

#september_17

Post a Comment

0 Comments