international-country-music-day-september-17 |
International Country Music Day September 17
In September 17 celebrate as the International Country Music Day in whole world, and 'Jimmy Rozers' known as the 'Father of Country Music'.
ଅନ୍ତର୍ଜାତୀୟ ଲୋକ ସଂଗୀତ ଦିବସ ସେପ୍ଟେମ୍ବର ୧୭:
ଭାରତୀୟ ସଂସ୍କୃତି ଓ ସଂଗୀତ ମଧ୍ୟରେ ରହିଛି ଏକ ନିବିଡ଼ ସଂପର୍କ, ଓ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ସମଗ୍ର ପୃଥିବୀରେ ଦେଖିବାକୁ ମିଳୁଛି। ପୃଥିବୀର ସମସ୍ତ ଦେଶ ଏବେ ସଂଗୀତ ସହିତ ଯୋଡି ହୋଇଛନ୍ତି, ଏମିତି ଲାଗୁଛି ସଂଗୀତ ହେଉଛି ମନ୍ୟୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଏପରି ସ୍ଥିତିରେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କେମିତି ପଛରେ ରହିଯିବ !? ୧୯୫୦ ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ କରାଯାଇଥାଏ 'ଅନ୍ତର୍ଜାତୀୟ ଲୋକ ସଂଗୀତ ଦିବସ' ଯାହାକି ଆମେରିକାରେ ଆରମ୍ଭ କରାଯାଇଥିଲା ।
ମୁଖ୍ୟତଃ 'ଲୋକ ସଂଗୀତ' ବା 'କଣ୍ଟ୍ରୀ ମ୍ୟୁଜିକ୍' ମୂଖ୍ୟତଃ ଆମେରିକିରେ ଗାନ କରାଯାଉଥିବା ଗୀତକୁ କୁହାଯାଏ। ୧୯୨୦ ରେ ଏହି 'ଲୋକ ସଂଗୀତ' ଆମେରିକାରେ ଆରମ୍ଭ ହୋଇଥିଲା, ଓ ଜିମି ରୋଜର୍ସ୍ ଙ୍କୁ ଆମେରିକାର ଲୋକ ସଂଗୀତ ର ଜନକ ବୋଲି କୁହାଯାଏ।
ଆମେରିକାରେ ଅନେକ ଭାସିଭାସି ଲୋକ ବସବାସ କରନ୍ତି, ତେଣୁ ଏଠାରେ ବିଭିନ୍ନ ଭାଷାର ଲୋକ ଭିନ୍ନ ଭିନ୍ନ ଶୈଳୀରେ ନୀଜର ସଂଗୀତ ତିଆରି କରନ୍ତି ଏହା ସ୍ୱତ୍ତେ ମଧ୍ୟ ଏମାନଙ୍କର ଲୋକପ୍ରିୟତା ଆମେରିକାରେ ବହୁତ ବେଶୀ। ତେଣୁ ଏହି ସ୍ମୃତି କୁ ମନେ ପକାଇବାପାଇଁ, ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅନ୍ତର୍ଜାତୀୟ ଲୋକ ସଂଗୀତ ଦିବସ ବା 'International Country Music Day' ରୂପେ ପାଳନ କରାଯାଏ ।
#international_country_music_day
#september_17
#america
#jimi_rozers
#international_day
0 Comments