Suicide Forest in World: ଆତ୍ମହତ୍ୟା କରିବାର ଜଙ୍ଗଲ।
In Japan we found suicide forest where a mass peoples attempt suicide in this forest and this forest known as the 'Tree Ocean' and a perfect place to attempt suicide. So let's talk about this Suicide Forest in World in odia. Suicide Forest in World in odia language complete information.
suicide-forest-in-world |
ଆତ୍ମହତ୍ୟା କରିବାର ଜଙ୍ଗଲ:
ଜାପାନରେ ବୁଜି ପର୍ବତ ପାଦଦେଶରେ ଆକିଗାହାରା (Akigahara Forest) ଜଙ୍ଗଲ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହାର ନାମ 'ବୃକ୍ଷ ସାଗର'। ଏହି ଜଙ୍ଗଲ ସଂକ୍ରାନ୍ତରେ ସବୁଠାରୁ ଉଲ୍ଲେଖନୀୟ ତଥା ରୋମାଞ୍ଚକର କଥାଟି ହେଉଛି, ଏଠାକୁ ବହୁ ମାତ୍ରାରେ ଲୋକେ ଆତ୍ମହତ୍ୟା କରି ଆସିଥାନ୍ତି। ପ୍ରାୟ ଦୁଇ ଶହ ବର୍ଷ ତଳୁ ଜାପାନୀମାନେ ଆତ୍ମହତ୍ୟା ନିମନ୍ତେ ଏହି ସ୍ଥାନକୁ ବାଛୁଥିବି ଜଣାଯାଏ।
ଉନବିଂଶ ଶତାବ୍ଦୀରେ ଜାପାନର ରହୁଥିବା ବାସିନ୍ଦାଙ୍କ ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଦରିଦ୍ର କୃଷକମାନେ ପରିବାରର ଭରଣ ପୋଷଣ କରି ନପାରି ଏହି ସ୍ଥାନକୁ ଆସି ଆତ୍ମହତ୍ୟା କରୁଥିଲେ। ପରେ ସିଚୋ ମାତ୍ ସୁମୁଚୋ (Math Sumocho) ଉପନ୍ୟାସ 'କୁରେଇ କାଇଜୁ' ବା 'ବୃକ୍ଷର କୃଷ୍ଣ ସାଗର' ରେ ଏହି ସ୍ଥାନକୁ ଭୟଙ୍କର ରୁପେ ବର୍ଣ୍ଣନା କରିଥିଲେ। ଉପନ୍ୟାସ ର ଦୁଇ ପ୍ରମୁଖ ଚରିତ୍ର ଏହି ସ୍ଥାନକୁ ହିଁ ଆତ୍ମହତ୍ୟା ପାଇଁ ବାଛିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏଠାରେ ପାଞ୍ଚ ଶହରୁ ଅଧିକ ଲୋକେ ଆତ୍ମହତ୍ୟା କରିସାରିଛନ୍ତି ଏବଂ ଏଠାକାର ସୁରକ୍ଷା ପାଇଁ ଉକ୍ତ ଅଞ୍ଚଳର ପୁଳିସ ଏବେ ଏହି ନିୟମିତ ଏଠାରେ ଜଗି ରହିଛନ୍ତି ମାତ୍ର ଲୋକେ ଆତ୍ମହତ୍ୟା କରି ଚାଲିଛନ୍ତି।
0 Comments