Corona vaccines price in India

Corona Antivirus Prices in India:

Corona is great issues in present condition there are lots of people still also dying due to COVID-19 there are no any believable antivirus of Novel Corona Here is a reliable news that there are many antivirus have developed and working also well, and it will come India last June of 2021 and they declared the price of CORONA ANTIVIRUS. Now check the prices of different CORONA Antivirus in India. Check Corona vaccines price in India, cheak it now in India. 

corona-vaccines-prices-in-india
corona-vaccines-prices-in-india

ଭାରତରେ କୋଭିଡ୍ ଟିକାର ମୂଲ୍ୟ:

ଭାରତରେ କରୋନା ଭୁତାଣୁର ବିନାଶ ପାଇଁ ଭାରତର କରୋନା ଆଣ୍ଟିବାୟୋଟିକ ପକ୍ଷରୁ ଯେଉଁ ଟିକା ପ୍ରତିରୋଧ ତିଆରି କରାଯାଇଥିଲା ତାହା ୬୦% ସଫଳ ରହିଛି ଏବଂ ଏହି ଟିକା ୨୦୨୧ ଜୁନ ସୁଦ୍ଧା ସମଗ୍ର ଦେଶରେ ଉପଲବ୍ଧ ହୋଇଯିବ। ମାତ୍ର ସମଗ୍ର ଦେଶରେ ଲୋକମାନଙ୍କ ପାଇଁ ଖୁସିର ଖବର ଯେ ବିଶ୍ଵର ପ୍ରମୁଖ କୋଭିଡ୍ ଟିକା ତିଆରି କରୁଥିବା କମ୍ପାନୀ ମାନେ ସେମାନଙ୍କ କୋଭିଡ୍ ଟିକାର ଦାମ ଏବେ ଘୋଷଣା କରିଛନ୍ତି ଏବଂ ସବୁଠାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା କୋଭିଡ୍ ଟିକାର ମୂଲ୍ୟ ହେଉଛି ୪୮୦ (Rs- 480).



ଭାରତର ବାୟୋଟିକର ମଧ୍ୟ ପରୀକ୍ଷଣ ବାରମ୍ବାର କରାଯାଉଛି ଏବଂ ଏହା ଏବେ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ରେ ପହଞ୍ଚି ଯାଇଛି। ଦେଶରେ ୨୫ ଟି ରୁ ଅଧିକ ସ୍ଥାନରେ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କ କୋଭିଡ୍ ଟିକାର ପରୀକ୍ଷଣ ଚାଲିଛି। ସ୍ୱେଚ୍ଛାସେବୀମାନଙ୍କୁ କୋଭାକ୍ସିନ୍ ର ୬ ମାଇକୋଗ୍ରାମର ଦୁଇଟି ଇଞ୍ଜେକସନ ନହେଲେ ପ୍ଲାସେବୋର ଦୁଇଟି ସିଟ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସାଧାରଣତଃ କୈାଣସି ଟିକା କୁ ବ୍ୟବହାର ଯୋଗ୍ୟ ପାଇଁ ଉକ୍ତ ଟିକା ଟିକୁ ୫୦% ଫଳପ୍ରଦ ହେବା ଆବଶ୍ୟକ ଯେତେବେଳେ କୈାଣସି ଟିକା ୫୦% ଫଲପ୍ରଦ ହୋଇଥାଏ ତେବେ ଉକ୍ତ ଟିକାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଏଫ୍ ଡିଏ, ଭାରତର ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାଡ୍ କଣ୍ଟ୍ରୋଲ ଅରଗାନାଇଜେସନ୍ (CDSCO) ବ୍ୟବହାର କରିିା ପାଇଁ ଅନୁମତି ଦେଇଥାନ୍ତି। 

କୋଭିଡ୍ ଟିକାର ମୂଲ୍ୟ:
  • ମଡର୍ଣ୍ଣା: ୧୮୫୦ ରୁ ୨୭୪୦ ଟଙ୍କା
  • ଅକ୍ସୋଫୋର୍ଡ ଅଷ୍ଟ୍ରାଜେନେକା: ୭୦୦ ରୁ ୨୦୦୦ ଟଙ୍କା
  • ସାନୋଫି ଆଣ୍ଡ୍ ଜିଏସ୍ କେ: ୧୪୮୦ ଟଙ୍କା
  • ଫାଇଜର: ବାୟୋଏନଟେକ୍: ୨୮୮୬ ଟଙ୍କା
  • ନୋଭାଭାକ୍ସ: ୪୮୦ ଟଙ୍କା
  • ଜନସନ୍ ଏଣ୍ଡ ଜନସନ୍: ୧୪୮୦ ଟଙ୍କା


ମଡର୍ଣ୍ଣା କୋଭିଡ୍ ଟିକା ( Miderna COVID-19 Vaccine):

ଆମେରିକାରେ କୋଭିଡ୍ ଟିକାର ତିଆରି କରୁଥିବା ମଡର୍ଣ୍ଣା କମ୍ପାନୀ ଏବେ ସାରା ବିଶ୍ବରେ ନିଜର କୋଭିଡ୍ ଟିକା କୁ  ପଠାଇବାର ବ୍ୟବସ୍ଥା କରିସାରିଛି। ମଡର୍ଣ୍ଣା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟିଫେନ୍ ବନସେଲ୍ ଏହି ସୂଚନା ଦେଇଛନ୍ତି ଯେ ତାଙ୍କ କଂପାନୀ ଏହି କୋଭିଡ୍ ଟିକାର ମୂଲ୍ୟ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ରହିବ। ଯଦି ଭାରତୀୟ ମୁଦ୍ରାରେ ଏହାକୁ ହିସାବ କରିବା ତ ତାହାହେଲେ ଏହା ୧୮୫୦ ଟଙ୍କାରୁ ୨୭୪୦ ଟଙ୍କା ମଧ୍ୟରେ ହେବ। ୟୁରୋପୀୟ ସଂଘ ଏବେ ମଡର୍ଣ୍ଣା କଂପାନୀ ସହ ଏକ ରାଜିନାମା ଜରିଆରେ ୨୫ ଡଲାର ହିସାବରେ ଏହି କୋଭିଡ୍ ଟିକା କିଣିବାର ଯୋଜନା ରଖିଛି। ସୂଚନାଯୋଗ୍ୟ ଯେ ଆମେରିକାର ଏହି ମଡର୍ଣ୍ଣା କଂପାନୀରେ ତିଆରି କରାଯାଇଥିବା ମଡର୍ଣ୍ଣା କୋଭିଡ୍ ଟିକା ୯୪.୫% ଫଳପ୍ରଦ ହୋଇଛି।

Post a Comment

0 Comments